ଆଜିକାଲି ବିବାହ ଓ ନିର୍ବନ୍ଧ ସମୟର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଖାସ୍ କରି ପରିବାର ସହ ବର କନିଆଙ୍କ ଡ୍ୟାନ୍ସ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ବେଶ ଚର୍ଚ୍ଚା ଲାଗିରହିଛି। ନିର୍ବନ୍ଧ ଦିନ ପୁଅ ମଣ୍ଡପ ଛାଡି଼ ଶ୍ୱଶୁରଙ୍କୁ ଧରି ନାଚୁଥିଲେ। ଏତିକି ରେ ବ୍ୟକ୍ତି ଜଣକ ଯାଇ ନିଜ ଝିଅକୁ ସ୍ନେହ କରିଥିଲେ। ଏହି ଭିଡିଓକୁ ବହୁତ ଲୋକ ପସନ୍ଦ କରୁଛନ୍ତି। ସେହି ପରି କିଛି ଲୋକ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି କହିଛନ୍ତି ଯେ, ଶ୍ୱଶୁର ବାପା ସମାନ...ତାଙ୍କୁ ସମ୍ମାନ ଦେବା ଜରୁରୀ। ଅନ୍ୟପଟେ ଲୋକ କହିଛନ୍ତି ଯେ, ଏହିଦିନଟି ମସ୍ତି କରିବାର ଦିନ। ଖୁସିରେ ଏମିତି କଲେ କିଛି ଅସମ୍ମାନ ରେ ଯାଏନି।
More Videos
More Videos
More Videos
More Videos
More Videos