Videos

Groom Dance Video: କନ୍ୟାକୁ ଏମିତି ପ୍ରପୋଜ କଲେ ବର, ଅବାକ୍ ହୋଇଗଲେ ସମସ୍ତେ

Groom Dance Video: ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଡେଷ୍ଟିନେସନ ୱେଡିଂ ସହ ବରକନ୍ୟାଙ୍କ ଜବରଦସ୍ତ ଡ୍ୟାନ୍ସ। ତେବେ ଏସବୁ ଆଜିକାଲିର ଏକ ଟ୍ରେଣ୍ଡ ପାଲଟି ଯାଇଛି। ତେବେ ସୋସିଆଲ ମିଡିଆରେ ଏବେ ଏକ ୱେଡିଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ବ୍ଲକବଷ୍ଟର ହିଟ୍ ଭୀରଜାରା ଫିଲ୍ମର ଜାନମ ଦେଖଲୋ ଗୀତରେ ବରର ଏମିତି ଡ୍ୟାନ୍ସ କନ୍ୟା ସହ ସେଠାରେ ଥିବା ଉପସ୍ଥିତ ଅତିଥିଙ୍କୁ ଅବାକ୍ କରିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ କହୁଛନ୍ତି ଯେ, ବେଷ୍ଟ ପ୍ରପୋଜ ଏଭର। ଭାଇରାଲ ଭିଡିଓ ଆପଣ ବି ଦେଖନ୍ତୁ...

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More