Videos

Video: ଅଭିନେତା ଶ୍ରୀତମଙ୍କ ହାତରେ ହ୍ୟାଣ୍ଡକଫ୍, ଭାଇରାଲ୍ ହେଲା ଭିଡିଓ

Viral Video: ଓଲିଉଡ ଅଭିନେତା ଶ୍ରୀତମ ଦାସଙ୍କ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଶ୍ରୀତମଙ୍କ ହାତରେ ପୋଲିସ ହ୍ୟାଣ୍ଡକଫ ପକାଇଛି । ତେବେ ଏହା କୌଣସି ସତ ଘଟଣା ନୁହେଁ ବରଂ ଏକ ସିନେମାର ସୁଟିଂ ସେଟର ଦୃଶ୍ୟ ବୋଲି ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି । ଶ୍ରୀତମଙ୍କ ସହ ଅଭିନେତ୍ରୀ ଗୁନଗୁନଙ୍କୁ ମଧ୍ୟ ସୁଟିଂ ସେଟ୍ ରେ ଦେଖିବାକୁ ମିଳିଛି ।

Video Thumbnail
Share
Advertisement
Read More