Hara Pattnaik Daughter Video: ଲିଜେଣ୍ଡ୍ରି ଡିରେକ୍ଟର ହର ପଟ୍ଟନାୟକଙ୍କୁ କିଏ ବା ନଜାଣେ। ଓଲିଉଡକୁ ହିଟ୍ ପରେ ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଏହି ଦିବଙ୍ଗତ ଡିରେକ୍ଟର ଖୁବ କମ ବୟସରେ ଦୁନିଆକୁ ଅଲବିଦା କହିଥିଲେ। ତେବେ ତାଙ୍କ ପରି ନିର୍ଦ୍ଦେଶକ ଆଜି ଯାଏଁ ବି ଓଲିଉଡ ସିନେ ଇଣ୍ଡଷ୍ଟ୍ରି ପାଇ ନାହିଁ। ତେବେ ହର ପଟ୍ଟନାୟକଙ୍କ ଝିଅ ଅନନ୍ୟା ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ଆପଣ କେବେ ବି ମଧ୍ୟ ଦେଖିନଥିବେ। ତେବେ ଏହା କହିରଖୁଛୁ ଯେ, ହର ପଟ୍ଟନାୟକଙ୍କ ଦୁଇଟି ଝିଅ ରହିଛନ୍ତି।
More Videos
More Videos
More Videos
More Videos
More Videos