Videos

Video: ଛି.ଛି.ଛି ରେ ନନୀ ଛି...ଗୀତରେ ରିୟାଙ୍କ ସହ ଝୁମିଲେ ହରି, ଭିଡିଓ ଭାଇରାଲ୍

Hari Riya Viral Video: ସୋସିଆଲ୍ ମିଡିଆରେ କମେଡିଆନ୍ ହରିହର ମହାପାତ୍ରଙ୍କ ଏକ ଭିଡିଓ ଜୋରଦାର ଭାଇରାଲ୍ ହେଉଛି। ଏହି ଭିଡିଓର ହରି ଅଭିନେତ୍ରୀ ରିୟାଙ୍କ ସହ ନଜର ଆସିଛନ୍ତି। ଏହି ଭିଡିଓରେ ସୋସିଆଲ୍ ମିଡିଆରେ ନିଆଁ ଲଗାଇଥିବା ଗୀତ ଛି.ଛି.ଛି ରେ ନନୀ ଛି...ଗୀତରେ ଦୁହେଁ ଲିପ୍ସିଂ କରି ଝୁମୁଥିବାର ନଜର ଆସୁଛନ୍ତି। ଯାହାକୁ ଉଭୟଙ୍କ ଫ୍ୟାନ୍ସ ବହୁଳ ଭାବରେ ପ୍ରଶଂସା କରୁଛନ୍ତି। ଏଠାରେ ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ।

Video Thumbnail
Share
Advertisement
Read More