Videos

Hirakud Water: କମିଛି ହୀରାକୁଦ ଜଳଭଣ୍ଡାର ର ଜଳସ୍ତର, ପଡ଼ିବ ଘୋର ପ୍ରଭାବ

କମିଛି ହୀରାକୁଦ ଜଳଭଣ୍ଡାର ର ଜଳସ୍ତର | ହୀରାକୁଦ ଜଳଭଣ୍ଡାର ରେ ଗତବର୍ଷ ତୁଳନା ରେ ଏ ବର୍ଷ ଆଜିର ଦିନ ରେ ପାଖାପାଖି ଦଶ ଫୁଟ ଜଳ କମ ରହିଥିବା ର ସୂଚନା ମିଳିଛି | ୨୦୨୩ ଜୁଲାଇ ୨୧ ତାରିଖ ରେ ହୀରାକୁଦ ଜଳଭଣ୍ଡାର ର ଜଳସ୍ତର ୬୧୧. ୧୮ ରହିଥିବା ବେଳେ ଏ ବର୍ଷ ୬୦୦. ୫୮ ଫୁଟ ଜଳ ରହିଛି | ଏହି ଜଳସ୍ତର କମ ରହିବା ଦ୍ୱାରା ବିଦ୍ୟୁତ, କୃଷି ଓ ମତ୍ସ୍ୟଜୀବୀ ଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି |

Video Thumbnail
Share
Advertisement
Read More