ରଙ୍ଗ ର ପର୍ବ ହେଉଛି ହୋଲି |ନିରାପଦ ହୋଲି ପାଇଁ ସବୁବେଳେ ସତର୍କ ରହିବାର ଆବଶ୍ୟକତା ରହିଛି | ରାସାୟନିକ ରଙ୍ଗ ଠାରୁ ଦୁରେଇ ରହନ୍ତୁ | କିଭଳି ସମସ୍ତେ ନିରାପଦ ଓ ସୁରକ୍ଷିତ ହୋଲି ଖେଳିବେ ସେ ଦିଗରେ ଅଧିକ ଆଲୋଚନା କରିଛନ୍ତି ଚର୍ମ ରୋଗ ବିଶେଷଜ୍ଞ ପ୍ରଫେସର ତନ୍ମୟ ପାଢ଼ୀ ଙ୍କ ସହ ଆମ ସମ୍ବଲପୁର ପ୍ରତିନିଧି ଅଜୟ କୁମାର ନାଥ |
More Videos
More Videos
More Videos
More Videos
More Videos