Horrific Video Viral: ୟୁପିର ଗାଜିଆବାଦରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠି ହଲ୍ ରେ ଫିଲ୍ମ ଚାଲିଥିବା ବେଳେ ଏକ ସିନ୍ ଦେଖି ଛାନିଆ ହୋଇ ଦୌଡି ପଳାଇଥିଲେ ଲୋକ। ଆଉ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁଭିଟି ଥିଲା ମିସନ ଗ୍ରେ। ଦେଖନ୍ତୁ ସେହି ସମୟର ଭିଡିଓ
More Videos
More Videos
More Videos
More Videos
More Videos