Viral Video: ଛୋଟ ପରଦାରେ ଆପଣ ଗୋପୀ ବୋହୁଙ୍କ ଅଭିନୟ ନିଶ୍ଚେ ଦେଖିଥିବେ । ତେବେ ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ଖୁବ ବ୍ୟସ୍ତ ଅଛନ୍ତି । ଏହି ସମୟରେ ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ସେ ନିଜ କୁନି ପୁଅ ସହ ଡ୍ୟାନ୍ସ କରୁଛନ୍ତି । ପ୍ରଶଂସକମାନେ ଏହି ଭିଡିଓରେ ବିଭିନ୍ନ ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି ।

More Videos
More Videos
More Videos
More Videos
More Videos