Viral Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଛେଳି ବହୁ ଉଚ୍ଚରେ ଥିବା ବିଦ୍ୟୁତ ଖଣ୍ଟରେ ଲାଗିଥିବା ତାରରେ ଚଢିଛି । ତାରରେ ଓହଳିଥିବା ଲତାରୁ ପତ୍ର ଖାଇବାକୁ ଛେଳିଟି ଚଢିଥିବା ଅନୁମାନ କରାଯାଉଛି । ତେବେ ଏହି ଭିଡିଓର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିନାହିଁ । ଏହା କେଉଁ ସ୍ଥାନର ତାହାର ମଧ୍ୟ କୌଣସି ସୂଚନା ମିଳିନାହିଁ ।
More Videos
More Videos
More Videos
More Videos
More Videos