Videos

Video: ବିନା ପଇସାରେ ବୁଲି ପାରିବେ କାଶ୍ମୀର, କିପରି? ଦେଖନ୍ତୁ ଭିଡିଓ

Video: ସୋସିଆଲ ମିଡିଆରେ କିଛି ନୂଆ କରି ଦେଖାଇବାର ପ୍ରୟାସ କରିଛନ୍ତି ଜଣେ ଯୁବକ । ବାସ୍ତବରେ ସେ ନିଜ ଇନିଷ୍ଟାଗ୍ରାମ ପେଜ @dharmendra_bilotia_ ରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ପ୍ରଥମେ କାଶ୍ମୀର ବରଫର ମଜା ନେଉଥିବାବେଳେ ପରବର୍ତ୍ତୀ ସମୟରେ ସେ ନିଜ ରୁମରେ ଶୋଇ ଏହାକୁ ସ୍ୱପ୍ନ ଦେଖୁଛନ୍ତି ବୋଲି ଦର୍ଶାଇଛନ୍ତି । ଆଉ ଯୁବକ ଜଣକ ଲେଖିଛନ୍ତି ଯେ, ଆଜି କାଶ୍ମୀର ବୁଲିଲି କିନ୍ତୁ ଟଙ୍କା ଲାଗିଲା ନାହିଁ ।

Video Thumbnail
Share
Advertisement
Read More