Hungry Elephant Video: ସୋମବାର, ଜୁନ୍ 2 ତାରିଖରେ ଥାଇଲ୍ୟାଣ୍ଡର ଖାଓ ୟାଇ ଜାତୀୟ ଉଦ୍ୟାନରୁ ପ୍ରାୟ ଏକ ମାଇଲ ଦୂରକୁ ଏକ ହାତୀ ଚାଲି ଆସିଥିଲା ଏବଂ ଏକ ଷ୍ଚୋରରେ ପଶି ନିଜ ପାଇଁ ଖାଦ୍ୟ ଯୋଗାଡ କରିିଥିଲା। ଭୋକିଲା ହାତୀଟି ଦୋକାନରେ ପଶି, କଦଳୀ ସହ ସ୍ୟାଣ୍ଡୱିଚ୍ କେକ୍ ଖାଇ ପୁଣି ଷ୍ଟୋରରୁ ବାହାରିକି ଚାଲିଯାଇଥିଲା। ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଆପଣ ବି ଦେଖନ୍ତୁ ଭିଡିଓ...
More Videos
More Videos
More Videos
More Videos
More Videos