Videos

Video: ଛାତ ଉପରେ ଏମିତି ନାଚିଲେ ପତି ପତ୍ନୀ, ଭିଡିଓ ହେଲା ଭାଇରାଲ୍

Viral Video: କଣ୍ଠଶିଳ୍ପୀ ସ୍ୱୟମ ପାଢୀ ଏବଂ ଅନ୍ତରା ଚକ୍ରବର୍ତ୍ତୀଙ୍କ ନୂଆ ଗୀତ 'ପ୍ରେମର ଇସାରା ପରି' ବର୍ତ୍ତମାନ ଟ୍ରେଣ୍ଡିଂରେ ରହିଛି । ଏହି ଗୀତରେ ପ୍ରତିଦିନ ନୂଆ ନୂଆ ରିଲ୍ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ତେବେ ଛାତ ଉପରେ ପତି ପତ୍ନୀ ଏହି ଗୀତରେ ସୁନ୍ଦର ଭାବେ ରିଲ୍ ପ୍ରସ୍ତୁତ କରିଛନ୍ତି ।

Video Thumbnail
Share
Advertisement
Read More