Videos

IMD Alert: ବାତ୍ୟାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଦେଲେ ବଡ଼ ଅପଡେଟ୍

Odisha Weather Report: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ କହିଛନ୍ତି ଯେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି କିମ୍ବା ଓଡ଼ିଶା ଉପରେ ଏହାର ପ୍ରଭାବ ବିଷୟରେ IMD କୌଣସି ପୂର୍ବାନୁମାନ କରିନାହିଁ। ନିର୍ଦ୍ଦେଶକ ଲୋକମାନଙ୍କୁ ଘୂର୍ଣ୍ଣିଝଡ଼ ସମ୍ପର୍କିତ କିଛି ଟିଭି ଚ୍ୟାନେଲରେ ପ୍ରସାରିତ ମିଥ୍ୟା ଖବର ଉପରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି।

Video Thumbnail
Share
Advertisement
Read More