Viral Video: ନିକଟ ଅତୀତରେ ଜଣେ ଓଡି଼ଆ ଇନଷ୍ଟା ଗାର୍ଲ ତେଜୁଙ୍କର ଅଶ୍ଳୀଳ ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଯାହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଥିଲେ। ତେବେ, ଏହାରି ପରେ ଇନଷ୍ଟା କୁଇନ୍ ପ୍ରିୟଙ୍କା ବି ବିବାଦ ଘେରକୁ ଆସିଥିଲେ। ଏବେ ପ୍ରିୟଙ୍କା ସନମଙ୍କ ଆଉ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଇଛି। ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ,ସେ କନିଆ ବେଶ ରେ ସଜେଇ ହୋଇଛନ୍ତି। ତେବେ, ସେ ସତରେ ବିବାହ କରିଛନ୍ତି ନା କୌଣସି ସୁଟ୍ ପାଇଁ ଏଭଳି ଗେଟ୍ ଅପ୍ ରେ ନଜର ଆସିଛନ୍ତି। ତାହାର ସତ୍ୟତା ଜଣାପଡି ନାହିଁ।
More Videos
More Videos
More Videos
More Videos
More Videos