Meera Parida New Video: ସୋସିଆଲ ମିଡିଆରେ ଭାଇରାଲ ହେଉଛି ମୀରା ପରିଡାଙ୍କ ଏହି ଭିଡିଓ । ଗତକିଛି ଦିନ ତଳୁ ବେଶ୍ ଚର୍ଚ୍ଚାରେ ରହିଛନ୍ତି କିନ୍ନର ତଥା ସମାଜସେବୀ ମୀରା ପରିଡ଼ା । ନିଜ ପୁରୁଷ ବନ୍ଧୁ ଓ ତାଙ୍କ ପତ୍ନୀଙ୍କ ମଝିରେ ଫସି ଚର୍ଚ୍ଚାକୁ ଆସିଥିଲେ ମୀରା । ଅନେକ ସମୟରେ ମୀରା ପରିଡାଙ୍କୁ ସମାଜ ସେବା କରୁଥିବାର ନଜର ରହିଛି। ତେବେ ନିଜ ସୋସିଆଲ ଆକାଉଣ୍ଟରେ ସବୁବେଳେ ସକ୍ରିୟ ଥାନ୍ତି ମୀରା । ଏବେ ଫେସବୁକରେ ତାଙ୍କର ଏକ ଭିଡିଓ ବେଶ୍ ଭାଇରାଲ ହୋଇଛି।
More Videos
More Videos
More Videos
More Videos
More Videos