Videos

Video: ସାହୁ ଭାଉଜ ଆସିଲେ ସାମ୍ନାକୁ, ଚେୟାର ମାଡ ନେଇ ଖୋଲିଲେ ମୁହଁ

Video: କିଛି ଦିନ ତଳେ ଯାତ୍ରା ମଞ୍ଚରେ ଜଣେ ଆଇଟମ ଡ୍ୟାନ୍ସରଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ ଦର୍ଶକ । ଅଶ୍ଳିଳ ନୃତ୍ୟ ପରିବେଷଣ କରାଯାଉଥିବା କାରଣରୁ ଏପରି ହୋଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ଘଟଣାରେ ମୁହଁ ଖୋଲିଛନ୍ତି 'ସାହୁ ଭାଉଜ' ଆଞ୍ଜେଲ୍ ଭାଗ୍ୟଶ୍ରୀ । ସେ କହିଛନ୍ତି ଯେ, କିଛି ବ୍ୟକ୍ତି ମତେ ଚେୟାର ମାଡ ହୋଇଥିବା କହୁଛନ୍ତି । କିନ୍ତୁ ତାହା ଏଡିଟିଂ କରାଯାଇଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More