Videos

Video: ନାଚ ଛାଡି ଯାତ୍ରା ମଞ୍ଚରେ ଏମିତି କିଛି କଲେ ସାହୁ ଭାଉଜ, ସମସ୍ତେ କାବା !

Viral Video: ଯାତ୍ରା ମଞ୍ଚରେ ଏକ ଭିନ୍ନ ଢଙ୍ଗରେ ନଜର ଆସିଲେ ସାହୁ ଭାଉଜ ଓରଫ ଭାଗ୍ୟଶ୍ରୀ ସାହୁ । ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ନାଲି ଆମ୍ୱଙ୍କ ସହ ସୁରରେ ସୁର ମିଶାଇ ଗୀତ ଗାଇଛନ୍ତି ଭାଗ୍ୟଶ୍ରୀ । ଆଇଟମ ଡ୍ୟାନ୍ସ ଦେଖିବା ବଦଳରେ ଯାତ୍ରାମଞ୍ଚରୁ ଦର୍ଶକେ ସାହୁ ଭାଉଜଙ୍କ କଣ୍ଠରୁ ଗୀତ ଶୁଣି ଖୁବ ଖୁସି ହୋଇଥିଲେ । ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ଦର୍ଶକ ଏହି ଭିଡିଓଟିକୁ ନିଜ ମୋବାଇଲ କ୍ୟାମେରା ମାଧ୍ୟମରେ ରେକର୍ଡ କରିଥିଲେ ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More