Videos

Video: ଯାତ୍ରା ମଞ୍ଚରେ ଆଇଟମ ଗର୍ଲ ମିଷ୍ଟିଙ୍କ ଉପରେ ଟଙ୍କା ବର୍ଷା, ଭିଡିଓ ଭାଇରାଲ୍

Video: ଯାତ୍ରା ମଞ୍ଚରେ ଅନେକ ଆଇଟମ ଗର୍ଲ ଜଲୱା ଦେଖାଇଥାନ୍ତି । ସେମାନଙ୍କ ମଧ୍ୟରୁ ମିଷ୍ଟିଙ୍କ ଭିଡିଓ ସୋସିଆଲ ମିଡିଆରେ ଚହଳ ପକାଇଛି । ଏକ ଯାତ୍ରା ମଞ୍ଚରେ ନୃତ୍ୟ ପରିବେଷଣ କରିବା ସମୟରେ ମିଷ୍ଟିଙ୍କ ଉପରେ ଟଙ୍କା ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More