Videos

Digha Jagannath Temple: ଏପରି ପ୍ରତିକ୍ରିୟା ରଖିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗୁନି ଭାଇ, ଦେଖନ୍ତୁ ଏହି ଭିଡିଓ

Digha Jagannath Temple: ମୁହଁ ଖୋଲିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗୁନି ଭାଇ ଓରଫ୍ ଜଗନ୍ନାଥ ସ୍ବାଇଁ ମହାପାତ୍ର। ଶ୍ରୀଜଗନ୍ନାଥ ସଂସ୍କୃତିରେ କେବଳ ବ୍ରହ୍ମ ସଂସ୍ଥାପନର ପ୍ରାବଧାନ ରହିଛି।  ଶ୍ରୀମନ୍ଦିର ରତ୍ନବେଦିରେ ବିରାଜିତ ଶ୍ରୀବିଗ୍ରହମାନଙ୍କର ନବକଳେବର ହୋଇଥାଏ। ଯାହା ବିଶ୍ୱରେ କୌଣସି ମନ୍ଦିରରେ ହୁଏନାହିଁ। ସେହିଭଳି କେବଳ ଶ୍ରୀକ୍ଷେତ୍ରରେ ସ୍ୱୟଂ ନାରାୟଣ ଜଗନ୍ନାଥଙ୍କ ରୂପରେ ଦାରୁବ୍ରହ୍ମ ଭାବରେ ପୁଜା ପାଆନ୍ତି। ଜଗନ୍ନାଥ ଧାମ କେବଳ ଶ୍ରୀକ୍ଷେତ୍ର।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More