Videos

Jollywood: ମେକଅପ୍ ରୁମରେ ବାପି ପଣ୍ଡାଙ୍କ ଏମିତି ହରକତ, ଭାଇରାଲ୍ ହେଉଛି ଭିଡିଓ

Viral Video: ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ବାପି ପଣ୍ଡାଙ୍କ ପ୍ରତିକ୍ରିୟା ସହିତ କିଛି ପୁରୁଣା ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ନିଜ ବୃତ୍ତିକୁ ଖୁବ ଉପଭୋଗ କରନ୍ତି ବାପି । ସବୁବେଳେ ସାମ୍ନା ଲୋକ ମୁହଁରେ ହସ ଦେଖିବାକୁ ପସନ୍ଦ କରୁଥିବା ବାପି ସ୍ୱଭାବରେ ଖୁବ ରୋମାଣ୍ଟିକ ମଧ୍ୟ । ଦେଖନ୍ତୁ ମେକଅପ ରୁମରେ ବାପି କଣ କରୁଛନ୍ତି ।

Video Thumbnail
Share
Advertisement
Read More