Videos

Video: ଦିନେ ଯାତ୍ରା ଜଗତରେ ଥିଲେ ଚର୍ଚ୍ଚାରେ, ଏବେ ଅଭିନେତାଙ୍କ ଭିଡିଓ ଭାଇରାଲ୍

Viral Video: ଯାତ୍ରା ଜଗତରେ ଅଭିନୟ କରି ସୁନାମ ଅର୍ଜନ କରିଥିଲେ ବବିନା ସାହୁ । ଯାତ୍ରା ମଉଡମଣୀ ଶିବାନୀ ଗଣନାଟ୍ୟ ସମେତ ଅନେକ ଅପେରା ପାର୍ଟିରେ ଅଭିନୟ କରିସାରିବା ପରେ ଏବେ ନିର୍ଦ୍ଦେଶନା ଆଡକୁ ମନ ବଳାଇଛନ୍ତି ବବିନା । ଯାତ୍ରାରେ ଅଭିନୟ ମାଧ୍ୟମରେ ଯେପରି ଲୋକପ୍ରିୟତା ହାସଲ କରିଥିଲେ ଠିକ୍ ସେପରି ନିର୍ଦ୍ଦେଶନା ମାଧ୍ୟମରେ କିଛି ନୂଆ କରି ଦେଖାଇବାକୁ ସର୍ବଦା ଚେଷ୍ଟା କରିଆସିଛନ୍ତି ବବିନା । ସୋସିଆଲ ମିଡିଆରେ ବବିନା କଳାକାରଙ୍କୁ ନିର୍ଦ୍ଦେଶନା ଦେଉଥିବା ସମୟର କିଛି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ପ୍ରଶଂସକମାନେ ଖୁବ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More