Video: ଯାତ୍ରା ଜଗତର ଆଗଧାଡିର ଅଭିନେତା ପିୟୁଷ ତ୍ରିପାଠୀଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ନିକଟରେ ଯାଜପୁର ଓଳାସୁଣୀ ମେଳାରେ ମାତ୍ର ୧ଦିନ ପାଇଁ ଯାତ୍ରା 'ସୂର୍ଯ୍ୟ ମନ୍ଦିର' ନାଟକ ପରିବେଷଣ କରିଥିଲା । ନାଟକ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ତେବେ ମଞ୍ଚରେ ପିୟୁଷଙ୍କୁ ସମ୍ୱୋଧିତ ମଧ୍ୟ କରାଯାଇଥିଲା । ସମ୍ୱୋଧିତ ହେବା ପରେ ଦର୍ଶକଙ୍କ ଅନୁରୋଧରେ ପିୟୁଷ ଏହି ଗୀତଟି ଗାଇଥିଲେ । ଦମଦାର ଅଭିନୟ କରୁଥିବା ଅଭିନେତା ଯେ, ଏତେ ଭଲ ଗୀତ ଗାଇପାରନ୍ତି ତାହା ଦର୍ଶକେ ଅତି ନିକଟରୁ ଉପଲବ୍ଧ କଲେ ।
More Videos
More Videos
More Videos
More Videos
More Videos