Videos

Jatra Actor Kanha: ସୀମା ପାର୍ କଲେ କଳାକାର କାହ୍ନା, ମଞ୍ଚରେ ମହାପ୍ରଭୁଙ୍କୁ ଘୋର ଅପମାନ

Jatra Actor Kanha: ଭାଇରାଲ ହେଉଛି ବିଶିଷ୍ଟ ଯାତ୍ରା କଳାକାର କାହ୍ନାଙ୍କ ଏହି ଭାଇରାଲ ଭିଡିଓ । ଭାଇରାଲ ଭିଡିଓରେ କାହ୍ନା ନିଜ କ୍ୟାରେକ୍ଟରରେ ହିଁ ରହିଛନ୍ତି ଆଉ ଦେଖିବାକୁ ମିଳୁଛି ଯେ, କୋଟି ଓଡ଼ିଆଙ୍କ ମଉଡ଼ମଣି ପ୍ରଭୁ ଜଗନ୍ନାଥଙ୍କ ବେକରୁ ମାଳ, ସାଲୁ ମଲମଲକପଡା ବାହାର କରିଦେବା ପରେ ଏକ ଧଳା ଗାମୁଛା ସାହାଯ୍ୟରେ ବାନ୍ଧି କାନ୍ଧରେ ପକେଇ ନେଇଯାଉଛନ୍ତି। ଯାତ୍ରା ଅପେରା ପାର୍ଟିଟି ସିଂହ ବାହିନୀର ହୋଇଥିବା ବେଳେ ଏ ଦୃଶ୍ୟ କୋଟି ଓଡ଼ିଆଙ୍କ ହୃଦୟକୁ ଶକ୍ତ ଆଘାତ ଦେଇଛି। ଏହି ଭିଡିଓ କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ବହି ଲେଖିଥିବା ସ୍କ୍ରିପ୍ଟ ରାଇଟର ଓ ସିନ୍ ପ୍ଲେ ଡାଇରେକ୍ଟରଙ୍କୁ ଦୋଷାରୋପ କରାଯାଇଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More