Videos

ଅଭିନେତ୍ରୀଙ୍କୁ ଖଳନାୟକ କହିଲେ 'ସାହୁ ଭାଉଜକୁ ତୁ ବଳିଯିବୁ' ଭିଡିଓ ଭାଇରାଲ୍

Video: ନାଟକ 'ବଡ଼ ବେଦରଦୀ କଳା ସାଆନ୍ତ'ରେ ଅଭିନେତା କାହ୍ନାଙ୍କ ଜବରଦସ୍ତ ଅଭିନୟ ଦର୍ଶକଙ୍କ ମନ ଜିଣୁଛି । ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କାହ୍ନାଙ୍କ ଜବରଦସ୍ତ ଡାଏଲଗ ଯାତ୍ରା ମଞ୍ଚରୁ ଶୁଣିବାକୁ ମିଳିଛି । ଅଭିନେତ୍ରୀଙ୍କୁ ଖଳନାୟକ କାହ୍ନା କହୁଛନ୍ତି ଯେ, 'ସାହୁ ଭାଉଜକୁ ତୁ ବଳିଯିବୁ' । ତେବେ ଏପରି କଥା ଶୁଣିବା ପରେ ଦର୍ଶକମାନେ ମଞ୍ଚ ତଳେ ଖୁବ ହସିଥିଲେ ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More