Actor Kanha: ଯଲିଉଡ ବା ଯାତ୍ରା ଜଗତରେ ଅନେକ କଳାକାର ରହିଛନ୍ତି ହେଲେ ସବୁଠୁ ଚର୍ଚ୍ଚାରେ ରହିଥାନ୍ତି ଯାତ୍ରାର ଖଳନାୟକ କାହ୍ନା। ଅନେକ ସମୟରେ ଯାତ୍ରା ପେଣ୍ଡାଲରୁ ତାଙ୍କ ଭିଡିଓ ଭାଇରାଲ ହୋଇଥାଏ। ତେବେ କିଛି ଦିନ ତଳୁ ଭାଇରାଲ ହୋଇଥିବା ଏହି ଭିଡିଓରେ ଜଣେ ଅଭିନେତ୍ରୀଙ୍କ ସହ ନଜର ଆସିଛନ୍ତି କଳାକାର କାହ୍ନା। ତେବେ ହାତରେ ପାଣି ଧରି ଅଭିନେତ୍ରୀଙ୍କ ସହ ଏମିତି କିଛି କରିଛନ୍ତି ଯାହାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି।
More Videos
More Videos
More Videos
More Videos
More Videos