Piyush Tripathy Video: ମେକଅପ୍ ରୁମରୁ ଯାତ୍ରା କଳାକାର ପିୟୁଷଙ୍କ ସହ ଅଭିନେତ୍ରୀ ଜାସ୍ମିନଙ୍କ ଭିଡିଓ ଭାଇରାଲ । ଯାତ୍ରା କଳାକାର ପିୟୁଷ ଓ ଓଲିଉଡ ଆଲବମ ଅଭିନେତ୍ରୀ ଜାସ୍ମିନ ରଥଙ୍କୁ କିଏ ବା ନଜାଣେ। ଓଡ଼ିଆ ଆଲବମ ସହ ଓଡ଼ିଆ ସିରିଏଲରେ ସମସ୍ତଙ୍କ ମନ କିଣିଥିବା କ୍ୟୁଟ୍ ଅଭିନେତ୍ରୀ ଜାସ୍ମିନ ଏବେ ଯାତ୍ରା କଳାକାର ପିୟୁଷଙ୍କ ସହ ଏକ ରିଲ୍ସ ସେୟାର କରିଛନ୍ତି। ତେବେ ଦୁହେଁ ଏକ ମେକଅପ ରୁମରେ ରିଲ୍ସ ସେୟାର କରିଛନ୍ତି। ଆଉ ଗୀତଟି ରହିଛି କହିଦେ କହିଦେ ହେଲା କି ପ୍ରେମ....ଯାହାର ଭିଡିଓ ଭାଇରାଲ ହୋଇଛି ।
More Videos
More Videos
More Videos
More Videos
More Videos