Piyush Video: ନାରୀ ଆମ ଦୁନିଆରେ କେତେ ସୁରକ୍ଷିତ, ଏ ପ୍ରଶ୍ନ ସମସ୍ତଙ୍କ ମନରେ ଥାଏ। ତେବେ ଯାତ୍ରା ସୂର୍ଯ୍ୟମନ୍ଦିରର ଅଭିନେତା ପିୟୁଷ ତ୍ରିପାଠୀ ଯାତ୍ରା ଦୁନିଆର ଏକ ଗୁମର ଖୋଲିଛନ୍ତି। ଓଡ଼ିଆ ସୋସିଆଲ ମିଡିଆ ଇନଫ୍ଲୁଏନସର ତପି ମିଶ୍ରଙ୍କ ଲାଇଭ୍ ଟକ୍ ସୋ ରେ ପିୟୁଷ କହିଥିବା ଉତ୍ତର ଏବେ ବେଶ ଭାଇରାଲ ହେବାରେ ଲାଗିଛି। ପୀୟୁଷ କହିଛନ୍ତି ଯେ, କେବଳ ଯାତ୍ରା ଦୁନିଆ ନୁହେଁ ସାରା ଦୁନିଆରେ ଝିଅଙ୍କ ସୁରକ୍ଷା ଆମ ପୁଅ ମାନଙ୍କ ହାତରେ ଅଛି। ତେବେ ପୀୟୁଷ ହେଉଛନ୍ତି ଜଣେ ଆଗଧାଡ଼ିର ଅଭିନେତା। ତାଙ୍କ ଅଭିନୟରେ ଖୁବ ପ୍ରଭାବିତ ହୁଅନ୍ତି ଦର୍ଶକ। ଏହାସହ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହିଥାନ୍ତି ପୀୟୁଷ ତ୍ରିପାଠୀ।
More Videos
More Videos
More Videos
More Videos
More Videos