Viral Video: ଲୋକପ୍ରିୟ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ନିକଟରେ ବିବାଦରେ ଛନ୍ଦି ହୋଇପଡିଥିଲେ । 'ସୂର୍ଯ୍ୟ ମନ୍ଦିର' ନା 'ସିଂହବାହିନୀ' କେଉଁଠାରେ ସେ ଆସନ୍ତା ବର୍ଷ କାମ କରିବେ ସେନେଇ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା । ତେବେ ଏହାରି ମଧ୍ୟରେ ପୀୟୂଷଙ୍କର ଏହି ଭିଡିଓଟି ଭାଇରାଲ୍ ହେବାରେ ଲାଗିଛି । କୌଣସି ଏକ ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ପୀୟୂଷ । ରାସ୍ତାକଡରେ ଏହି ସୁଟିଂ ଚାଲିଛି ।
More Videos
More Videos
More Videos
More Videos
More Videos