Videos

Video: ଯାତ୍ରା ଅଭିନେତ୍ରୀ କାବେରୀଙ୍କ ସହ ଟାହିଆ, ଏହି ଭିଡିଓ ହେଉଛି ଭାଇରାଲ୍

Viral Video: ଯାତ୍ରା ଶିବାନୀ ଗଣନାଟ୍ୟରେ ଅଭିନୟ କରୁଥିବା କାବେରୀ ଏବଂ ଟାହିଆଙ୍କ ଯୋଡିକୁ ସୋସିଆଲ ମିଡିଆରେ ପସନ୍ଦ କରୁଛନ୍ତି ଦର୍ଶକ । ଖାସ୍ ସେଇଥି ପାଇଁ ଗୋଟିଏ ପରେ ଆଉ ଗୋଟେ ରିଲ୍ସ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି ଏହି ଯୋଡି । ଇନଷ୍ଟାଗ୍ରାମରେ ଉଭୟଙ୍କର ଅନେକ ରିଲ୍ସ ପୂର୍ବରୁ ମଧ୍ୟ ସେୟାର ହୋଇଛି । ତେବେ ନିକଟରେ ଅପଲୋଡ ହୋଇଥିବା ଏହି ଭିଡିଓଟି ଧିରେଧିରେ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Share
Advertisement
Read More