Videos

Nisa Moharana: ଶାଢିରେ ନିଶା ମହାରଣାଙ୍କ ଦମଦାର୍ ଡାନ୍ସ, ଦେଖନ୍ତୁ ଭିଡିଓ

Nisa Moharana: ଯାତ୍ରା ଅଭିନେତ୍ରୀ ନିଶା ମହାରଣା। ତାଙ୍କୁ କିଏବା ନଜାଣେ।  ଅଧିକାଂଶ ସମୟରେ ବିବାଦୀୟ ବୟାନ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି। ଯାତ୍ରା ମଞ୍ଚରେ ତାଙ୍କ ହଟ୍ ଡାନ୍ସ ପେଣ୍ତାଲ୍ ରେ ନିଆଁ ଲଗାଏ। ସାରା ରାଜ୍ୟରେ ନିଶାଙ୍କ ହଜାର ହଜାର ଫ୍ୟାନ୍ସ ଅଛନ୍ତି। ତେବେ, ଏହାରି ଭିତରେ ନିଶାଙ୍କ ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଦେଖନ୍ତୁ ଏହି ଭିଡିଓ...

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More