Videos

Video: ଜଙ୍ଗଲ ଝରଣା କୂଳରେ କାହା ସହ ସମୟ ବିତାଉଛନ୍ତି ରାଣୀ ପଣ୍ଡା ? ଭିଡିଓ ଭାଇରାଲ୍

Viral Video: ଜଲିଉଡ ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ରାଣୀ ପଣ୍ଡା ନିଜ ସାଥୀମାନଙ୍କ ସହ ଏକ ଜଙ୍ଗଲିଆ ଅଞ୍ଚଳରେ ଥିବା ଝରଣା କୂଳରେ ଭୋଜି କରୁଛନ୍ତି । ସାଥୀଙ୍କ ମେଳରେ ରାଣୀ ଡ୍ୟାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More