Rani Panda New Video: ପ୍ରେମିକ ବିକ୍ରମ ଦେଇଥିବା ସବୁ ଗିଫ୍ଟସ୍ କୁ ଜାଳି ଶୁଦ୍ଧି ହେଲେ ରାଣୀ ପଣ୍ଡା । ଭାଇରାଲ ହେଲା ଯାତ୍ରା ଅଭିନେତ୍ରୀ ତଥା ସମାଜସେବୀ ରାଣୀ ପଣ୍ଡା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଦୟାନଦୀ କୂଳେ ଆଜି ନିଜ ପୂର୍ବତନ ପ୍ରେମିକ ବିକ୍ରମ ଦେଇଥିବା ସବୁ ଉପହାରକୁ ଜାଳି ଦେଇ ଶୁଦ୍ଧିକ୍ରିୟା କରିବା ସହ ବୁଡ଼ ପକାଇ ପିଣ୍ଡଦାନ କରିଛନ୍ତି ରାଣୀ ପଣ୍ଡା ଯାହାର ଏକ ଭିଡିଓ ଏବେ ବେଶ୍ ଭାଇରାଲେ ହେବାରେ ଲାଗିଛି। ଆପଣ ବି ଦେଖନ୍ତୁ...
More Videos
More Videos
More Videos
More Videos
More Videos