Rani Panda Video: ଆଲିଆ ଭଟ୍ଟଙ୍କ ଲୁକ୍ କୁ ନେଇ ରାଣୀ ପଣ୍ଡାଙ୍କ ଚ୍ୟାଲେଞ୍ଜ, ଭିଡିଓ ଭାଇରାଲ । ଯାତ୍ରାରେ ନିଖୁଣ ଅଭିନୟ ସହ ସମାଜସେବା କରି ଚର୍ଚ୍ଚାରେ ରହିଥିବା ରାଣୀ ପଣ୍ଡାଙ୍କ ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ବଲିଉଡ ଫିଲ୍ମ ଗଙ୍ଗୁବାଇ କାଠିଆୱାଡି ରେ ନିଖୁଣ ଅଭିନୟ କରିଥିବା ଆଲିଆ ଭଟ୍ଟଙ୍କୁ ଖୁବ ପ୍ରଂଶସା କରାଯାଇଥିଲା । ତେବେ ଏଥିରେ ଥିବା ତାଙ୍କ ଲୁକ୍ କୁ ରିପିଟ୍ କରିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା...ଦେଖନ୍ତୁ ସେହି ଭାଇରାଲ ଭିଡିଓର କିଛି ଝଲକ...
More Videos
More Videos
More Videos
More Videos
More Videos