Videos

Video: କାହା ସହ ପୁରୀରେ ବୁଲୁଛନ୍ତି ରାଣୀ ପଣ୍ଡା, ଭିଡିଓ ଭାଇରାଲ୍

Viral Video: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥାଏ । କେତେବଳେ ଯାତ୍ରା ମଞ୍ଚର ଭିଡିଓ ତ ପୁଣି କେତେବେଳେ ରାଣୀ କାହାକୁ ସାହାଯ୍ୟ କରୁଥିବାର ଦୃଶ୍ୟ ଦେଖିଥାନ୍ତି ଲୋକମାନେ । କିନ୍ତୁ ନିକଟରେ ରାଣୀ ଶ୍ରୀକ୍ଷେତ୍ର ଅଭିମୁଖେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ରାଣୀଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More