Video: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ସୋସିଆଲ ମିଡିଆରେ ବଢୁଛି ଅନେକ କ୍ରେଜ୍ । ବିଭିନ୍ନ ସମୟରେ ରାଣୀଙ୍କ ରିଲ୍ସ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥାଏ । ନିକଟରେ ଅଭିନେତା ସୂରଜଙ୍କ ସହିତ ରାଣୀ ଏକ ରିଲ୍ସ ସୁଟ୍ କରିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।
More Videos
More Videos
More Videos
More Videos
More Videos