Videos

Video: ଛାତ ଉପରୁ ଭାଇରାଲ ହେଲା ଯାତ୍ରା ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀଙ୍କ ଏହି ଭିଡିଓ, ଦେଖନ୍ତୁ

Smaranika Priyadarshini Dance Video: ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀ ଓଡ଼ିଶା ଯାତ୍ରା ଜଗତରେ ଖୁବ୍ ପରିଚିତ। ଏହି ଅଭିନେତ୍ରୀ ଓଡ଼ିଆ ଧାରାବାହିକ ଏବଂ କଥାଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି। କହିରଖୁଛୁ ଯେ ଅଭିନେତ୍ରୀ ସ୍ମରଣିକା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ସମୟ ସମୟରେ ସୋସିଆଲ ମିଡିଆରେ ପ୍ରାୟତ ନିଜର ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲେ ହେଉଛି। ଯେଉଁଥିରେ ସେ ଗଜରା ଗଭା ବାଲି...ଗୀତରେ ନାଚୁଥିବାର ନଜର ଆସୁଛନ୍ତି।

Video Thumbnail
Share
Advertisement
Read More