Video: ଅନ୍ଧାର ରାତିରେ ଛାତ ଉପରୁ ଭାଇରାଲ୍ ହେଲା ଯାତ୍ରା କଳାକାରଙ୍କ ଭିଡିଓ । ଉକ୍ତ କଳାକାରଙ୍କ ମଧ୍ୟରେ ଅଛନ୍ତି ଲୋକପ୍ରିୟ ଯାତ୍ରା ଖଳନାୟକ ଟାହିଆ ଏବଂ କାବେରୀ ପାଢୀ । ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ହେଉଥିବା ଗୀତ 'ଛି ଛି ଛିରେ ନନୀ ଛି' କୁ ନେଇ ଯାତ୍ରା ଦୁହେଁ ଏହି ରିଲ୍ସ ପ୍ରସ୍ତୁତ କରିଛନ୍ତି । ଅନେକ ସମୟରେ ଯାତ୍ରା ମଞ୍ଚରୁ ଭିଡିଓ ଭାଇରାଲ୍ ହେଉଥିବା ସମୟରେ ବର୍ତ୍ତମାନ ଛାତ ଉପରୁ ଏହି ଦୁଇ କଳାକାରଙ୍କ ଭିଡିଓ ଭାଇରାଲ୍ ହୋଇଛି ।
More Videos
More Videos
More Videos
More Videos
More Videos