Videos

Video: ପ୍ରୟାଗରାଜରେ ରାନୀଙ୍କ ତାଣ୍ଡବ ନୃତ୍ୟ, ଭିଡିଓ ଭାଇରାଲ

Viral video: ୨୬ ଫେବୃଆରୀରେ ସମଗ୍ର ଦେଶ ମହାଶିବରାତ୍ରୀ ପାଇଁ ଉତ୍ସବମୁଖର ଥିବା ସମୟରେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଥିଲା ଏହି ଭିଡିଓ । ଯାତ୍ରା ଆଇଟମ ଗର୍ଲ ରାନୀ ପ୍ରିୟଦର୍ଶିନୀ ପ୍ରୟାଗ ରାଜରେ ପହଞ୍ଚି ତ୍ରିବେଣୀ ସଙ୍ଗମରେ ମହାସ୍ନାନ କରିଥିଲେ । ଏହି ଅବସରରେ ରାନୀ ଗେରୁଆ ଶାଢୀ ପିନ୍ଧୀ ତାଣ୍ଡବ ନୃତ୍ୟ ପରିବେଶଣ କରିଥିବା ସେଠାରେ ଦେଖିବାକୁ ମିଳିଥିଲା ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More