Videos

Video: ସାହୁ ଭାଉଜ କହିଲେ 'ଓଡ଼ିଆ ଅସ୍ମିତା ଭାଡ ମେ ଯାଉ' ଭିଡିଓ ଭାଇରାଲ୍

Viral Video: ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନେଇ ସାହୁ ଭାଉଜ (ଭାଗ୍ୟଶ୍ରୀ ସାହୁ) ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଦର୍ଶକ ଏବଂ ଯାତ୍ରା କମିଟି ଚାହୁଁଛନ୍ତି ବୋଲି ଏପରି ନୃତ୍ୟ ଆମେ ପରିବେଷଣ କରୁଛୁ । ଏହାସହ ସେ ଏକଥା ମଧ୍ୟ କହିଛନ୍ତି ଯେ, ମତେ ଅନେକ ଲୋକ ଫଲୋ କରନ୍ତି କିନ୍ତୁ ମୋ ପରି କେହି ହେଇପାରିବେନି । ମୁଁ ଯେଉଁ ଯାତ୍ରା ପେଣ୍ଡାଲକୁ ଯାଏ ସେଠାରେ ହାଉସଫୁଲ ହୁଏ ଏବଂ ତାଙ୍କୁ ଦେଖିବା ପାଇଁ ଯୁବବର୍ଗର ଦର୍ଶକ ଅଧିକ ଆସନ୍ତି ବୋଲି ସେ କହିଛନ୍ତି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More