Videos

Jatra Stage: ନବୀନ-ପାଣ୍ଡିଆନଙ୍କୁ ନେଇ ଯାତ୍ରା ପେଣ୍ଡାଲ ହଲଚଲ, ଅଭିନେତ୍ରୀ ଖୋଲିଲେ ଗୁମର

ଏବେ ରାଜ୍ୟର ଅନେକ ସ୍ଥାନରେ ଅପେରା ପାର୍ଟି ନିଜର ଅପେରା ପକାଇଛନ୍ତି । ରାତି ଅନିଦ୍ରା ହେଇ ଲୋକ ଯାତ୍ରା ଦେଖି ଦିଲ୍ ଖୁସ୍ କରୁଛନ୍ତି। ହେଲେ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ଯାତ୍ରା ମଞ୍ଚରେ ଅଭିନେତ୍ରୀ ଡାଏଲଗରେ ନବୀନ ଓ ପାଣ୍ଡିଆନଙ୍କୁ ସ୍ଥାନ ଦେଇଛନ୍ତି । ଯାହାକୁ ଶୁଣି ତାଳିରେ କମ୍ପି ଉଠିଛି ପରିବେଶ । ହେଲେ ଏହି ଭିଡିଓ କେଉଁ ସ୍ଥାନର, କେଉଁ ଯାତ୍ରାର,କେଉଁ ବହିର ତାହା ସ୍ପଷ୍ଟ ହୋଇନାହିଁ। ହେଲେ ଏହି ଡାଏଲଗକୁ ଖୁବ୍ ପସନ୍ଦ କରାଯାଇଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More