Videos

Viral Video: ପୁଣି ଥରେ ଭାଇରାଲ ହେଲା ଯାତ୍ରା ପଛର ଦୃଶ୍ୟ, ଏଭଳି ଅବସ୍ଥାନରେ ନଜର ଆସିଲେ କଳାକାର

ଯାତ୍ରା ଦେଖିବାକୁ ଅନେକେ ବେଶ ପସନ୍ଦ କରିଥାଆନ୍ତି। କଳାକାରମାନେ ନିଖୁଣ ଅଭିନୟ ବଳରେ ଯାତ୍ରାପ୍ରେମୀଙ୍କୁ ବାନ୍ଧି ରଖିବାରେ ବେଶ ସଫଳ ହୋଇଥାଆନ୍ତି। ଏଥିପାଇଁ କଳାକାରମାନଙ୍କୁ ଅନେକ କସରତ କରିବାକୁ ପଡିଥାଏ। ଏହି କସରତ ସମୟରେ କଳାକାରମାନଙ୍କର ହାଲୁକାଫୁଲକା ମୁହୁର୍ତ୍ତ ବେଶ ଭାଇରାଲ ହୋଇଥାଏ। ସେହିଭଳି ଏକ ମଞ୍ଚ ପଛର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି।

 

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More