Video: ଯାତ୍ରା ରଙ୍ଗମହଲ ମଞ୍ଚରୁ ଆଉ ଏକ ମେଲୋଡି ଡ୍ୟାନ୍ସ ଭାଇରାଲ ହୋଇଛି । ଯେଉଁଥିରେ କଳାକାରଙ୍କ ଦମଦାର ଜଲୱାର ଭରପୁର ମଜା ନେଉଛନ୍ତି ଦର୍ଶକ । ଜଣେ ଦର୍ଶକ ସୋସିଆଲ ମିଡିଆରେ ଏହି ଭିଡିଓକୁ ସେୟାର କରିବା ପରେ ସେଥିରେ ପ୍ରଶଂସକମାନେ ମତାମତ ଦେଉଛନ୍ତି ।
More Videos
More Videos
More Videos
More Videos
More Videos