Viral Video: ବହୁ ଚର୍ଚ୍ଚିତ ନାଟକ 'ଅଧା ରାତିର ସାଥୀ'ର ଲୋକପ୍ରିୟ ଗୀତ 'ଫଗୁଣ ଲାଗେନା ଭଲ ତୁମ ବିନା'ରେ ଅନେକ ରିଲ୍ସ ତିଆରି ହୋଇଛି । କିନ୍ତୁ ବର୍ତ୍ତମାନ ଭାଇରାଲ୍ ହେଉଥିବା ଏହି ରିଲ୍ସଟି ଟିକେ ଭିନ୍ନ । କାରଣ ରାସ୍ତା ଉପରେ କିଛି ଯୁବତୀମାନେ ଏହି ଗୀତରେ ଅତି ସୁନ୍ଦର ନୃତ୍ୟ ପରିବେଷଣ କରିଛନ୍ତି । ଅନେକ ଲୋକ ଏହି ଭିଡିଓଟିକୁ ଲାଇକ୍ କରିବା ସହ ସକରାତ୍ମକ ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି ।