Videos

Jaynarayan Mishra: ବବି ଦାସଙ୍କୁ ଜୟନାରାୟଣଙ୍କ ଟାର୍ଗେଟ, 'ବ୍ଲାକ ରୋଜ ଜାହାଜ ଘଟଣାରେ CBI ତଦନ୍ତ ଚାଲିଛି'

ବ୍ଲାକ ରୋଜ ଜାହାଜ ଘଟଣା ରେ ବବି ଦାଶ ଙ୍କ ନାଁ ରେ cbi ତଦନ୍ତ ଚାଲିଛି | ଟାର୍ଗେଟ କରି ବବି ଦାଶ ଙ୍କୁ ତେରେଚ୍ଛା ବାଣ ମାରିଲେ ଜୟ ନାରାୟଣ |ମତେ କଣ ବିଜେଡି ଦାଗୀ ନେତା କହୁଛି ତାଙ୍କ ଦଳ ର ୪୬ ଜଣଙ୍କ ନାଁ ରେ କେଶ ଅଛି, ମତେ କଣ କହୁଛନ୍ତି ବୋଲି ଆଜି କହିଛନ୍ତି ଜୟ ନାରାୟଣ |ବିଜେଡି ରେ ନେତା ନାହାନ୍ତି ବୋଲି ଯାଜପୁର ରୁ ନେତା ଙ୍କୁ ଆମଦାନୀ କରି ଅଣାଯାଇଛି | ସେ କିଏ ଗୋଟେ ବବି ଦାଶ ବୋଲି ଜଣେ ଆସି ଏଇଠି ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଛି ବୋଲି ହେୟ ଜ୍ଞାନ ସହ କହିଛନ୍ତି ଜୟ ନାରାୟଣ |

Video Thumbnail
Share
Advertisement
Read More