Videos

Video: ପ୍ରଥମ ପ୍ରେମକୁ ମନେ ପକେଇଲେ ଯାତ୍ରା ଅଭିନେତ୍ରୀ କାବେରୀ ? ଭିଡିଓ ଭାଇରାଲ୍

Viral Video: ଯାତ୍ରା ଅଭିନେତ୍ରୀ କାବେରୀ ପାଢୀଙ୍କ ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥାଏ । କେତେବେଳେ ଯାତ୍ରା ମଞ୍ଚରୁ ତ ଆଉ କେତେବେଳେ ଗ୍ରିନ୍ ରୁମରୁ ଆପଣ କାବେରୀଙ୍କ ନଟଖଟି ଅନ୍ଦାଜ ଦେଖିଥିବେ । ଅନେକ ସମୟରେ ଫୁରସତ ମିଳିଲେ କାବେରୀ ରିଲ୍ସ ମଧ୍ୟ ପ୍ରସ୍ତୁତ କରିଥାନ୍ତି ।

Video Thumbnail
Share
Advertisement
Read More