Video: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାଣି ପଣ୍ଡାଙ୍କ ପ୍ରେମିକ ବିକ୍ରମ । ବାହାଘର ପରେ ଏବେ ଗୋଟିଏ ଗୋଟିଏ ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ସାମ୍ନାକୁ ଆସୁଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଗୋଟିଏ ସ୍ଥାନରେ ଉଭୟ ବିକ୍ରମ ଏବଂ ମାମୁନି ନଜର ଆସିଛନ୍ତି । କିନ୍ତୁ ଆଲୋଚନା କଥା ଏହା ଯେ, ନିଜ ପ୍ରେମିକକୁ ତ୍ୟାଗ କରି ରାଣୀ ପଣ୍ଡା ମଧ୍ୟ ଖୁସି ଅଛନ୍ତି ବୋଲି କୁହାଯାଉଛି । ଅନୁମାନ କରାଯାଉଥିଲା ଯେ, ହୁଏତ ରାଣୀ ପଣ୍ଡା ବାହାଘର ସମୟରେ ପହଞ୍ଚି କିଛି କାଣ୍ଡ କରିଥାନ୍ତେ କିନ୍ତୁ ସେ ସେପରି କିଛି କରିନାହାନ୍ତି ।

More Videos
More Videos
More Videos
More Videos
More Videos