Viral Video: ଲୋକପ୍ରିୟ ଯୋଡି କୁକିଜ ଏବଂ ଜୟଦେବ ବିବାହ ପରେ ନୂଆ ନୂଆ ଭିଡିଓ ନିଜ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି । ବିବାହ ପରର ପ୍ରତ୍ୟକ ସମୟକୁ ସ୍ମୃତି କରି ରଖିବାକୁ ସୋସିଆଲ ମିଡିଆର ସାହାରା ନେଉଛନ୍ତି ଉଭୟେ । ନିକଟରେ ସନ୍ଧ୍ୟା ସମୟରେ ସମୁଦ୍ର କୂଳରେ ବୁଲୁଥିବା ସମୟରେ ଏହି ରିଲ୍ସଟି ସୁଟ୍ ହୋଇଥିବା ଜଣାପଡିଛି ।
More Videos
More Videos
More Videos
More Videos
More Videos