Viral Video: ବର୍ତ୍ତମାନ ଖରାଦିନ ଚାଲିଛି, ତେଣୁ ରାସ୍ତାକଡରେ ଛିଡା ହୋଇ ଆଖୁ ରସ ତ ଆପଣ ନିଶ୍ଚେ ପିଉଥିବେ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓଟି ଦେଖନ୍ତୁ । କୌଣସି ମେସିନ୍ ନୁହେଁ ବରଂ କେଇ ଖଣ୍ଡ ବାଉଁଶ ସାହାଯ୍ୟରେ ଆଖୁରୁ ରସ ବାହାର କରୁଛନ୍ତି ୩ଜଣ ଲୋକ । ଭିଡିଓଟି ସାମ୍ନାକୁ ଆସିବା ପରେ କମେଣ୍ଟ ବକ୍ସରେ ହଜାରରୁ ଅଧିକ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅନେକ ଲୋକ ଏପରି ଆଖୁ ରସ ବାହାର କରିବା ଶୈଳୀକୁ ନେଇ ମଜାକ ଉଡାଉଥିବା ଦେଖିବାକୁ ମିଳିଛି ।
More Videos
More Videos
More Videos
More Videos
More Videos