Videos

Kazakhstan Plane Crash:ଭାଇରାଲ ହେଉଛି ୧୧୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତର ଭିଡିଓ

Kazakhstan Plane Crash:କାଜାଖିସ୍ତାନର ଅକ୍ଟୋ ସହର ନିକଟରେ ଘଟିଥିବା ବିମାନ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ତଥାପି କିଛି ଲୋକ ବଞ୍ଚିଥିବା ନେଇ ପ୍ରାରମ୍ଭିକ ସୂଚନା ଦେଇଛି ମଧ୍ୟ ଏସିଆର ଜରୁରୀକାଳୀନ ମନ୍ତ୍ରଣାଳୟ। ଏହି ଦୁର୍ଘଟଣାର କିଛି ସମୟ ମଧ୍ୟରେ ଜରୁରୀକାଳୀନ ସେବା ଗୁଡିକ ସେଠାରେ ଉପଲବ୍ଧ କରାଇ ଦିଆଯାଇଥିବା ନେଇ ସୂଚନା ରହିଛି। ସେପଟେ ଏହି ଦୁର୍ଘଟଣାର ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି।

 

 

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More